ଯଦି ଆପଣ ବ୍ରହ୍ମପୁର କିମ୍ବା ଭୁବନେଶ୍ୱରରେ ରୁହନ୍ତି ଏବଂ ଆପଣ ମଧ୍ୟ ଗୋଟିଏ genuine, respectful ଏବଂ caring relationship ଖୋଜୁଛନ୍ତି, ତେବେ ଆମେ ପ୍ରଥମେ ସାଧାରଣ ଭାବରେ କଥା ହୋଇ ପରସ୍ପରକୁ ଜାଣିପାରିବା। କୌଣସି ତରବରି ନାହିଁ, କୌଣସି pressure ନାହିଁ। ଭଲ connection ହେଲେ ଧୀରେ ଧୀରେ ଆଗକୁ ବଢ଼ିବା।ଜୀବନ କେବଳ work, sleep ଏବଂ repeat ନୁହେଁ। 😊 ଜୀବନରେ ଏମିତି ଜଣେ ମଣିଷ ଥିବା ଦରକାର, ଯାହାଙ୍କ ସହିତ ଦିନର ଶେଷରେ ମନ ଖୋଲି କଥା ହୋଇପାରିବା। ଯଦି ଆପଣଙ୍କ ମନରେ ମଧ୍ୟ ଏମିତି ଏକ genuine connection ର ଇଚ୍ଛା ଅଛି, ତେବେ message କରନ୍ତୁ।❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Profession: Doctor / Nurse / Healthcare